Covid-19 Report For 24th Jan
New Positive Cases: 5891
Of which 0-18 years: 852
In quarantine: 3413
Local contacts: 2478
(Details of local contacts will be shared by concerned District)
1. Angul: 106
2. Balasore: 234
3. Bargarh: 85
4. Bhadrak: 94
5. Balangir: 138
6. Boudh: 93 — I & PR Department, Odisha (@IPR_Odisha) January 25, 2022
ଅନ୍ୟପଟେ ଗତକାଲି ରାଜ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୪୨୨୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୫୪ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଥିଲା ।
ସେହିପରି ଦିନକରେ କରୋନାରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁର, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
New recoveries: 10309
Cumulative tested: 27253665
Positive: 1217842
Recovered: 1131917
Active cases: 77340 — I & PR Department, Odisha (@IPR_Odisha) January 25, 2022