Covid-19 Report For 18th July
New Positive Cases: 945
Of which 0-18 years: 110
In quarantine: 553
Local contacts: 392
(Details of local contacts will be shared by concerned District)
1. Angul: 2
2. Balasore: 5
3. Bargarh: 9
4. Bhadrak: 6
5. Balangir: 12
6. Boudh: 12 — I & PR Department, Odisha (@IPR_Odisha) July 19, 2022
ଖୋର୍ଦ୍ଧାରୁ ସର୍ବାଧିକ ୩୭୧, ସୁନ୍ଦରଗଡ଼ରୁ ୧୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୫, ସମ୍ବଲପୁରରୁ ୫୩, ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ସଂଖ୍ୟା ୬,୩୧୬ ଛୁଇଁଛି ।
ଗତକାଲି 816 ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ଥାନୀୟ ସଂକ୍ରମଣ 339 ଚିହ୍ନଟ ହୋଇଥିବାବେଳେ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିଲେ 477 ।
କୋରୋନା ଅପଡେଟ ଖବର ପଢନ୍ତୁ ।