ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନିଶାନାରେ ବିଜେଡି ଓ ବିଜେଡି ସରକାର !
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

କଳାହାଣ୍ଡି: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ । ଆଜି ପୁଣି ଜଣେ ଦାଦନର ଶବ ଗାଁକୁ ଫେରିଥିବାବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା। ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୁଷାପାଲି ଗାଁରେ । ମୁଷାପାଲି ଗାଁର ଜଣେ ଶ୍ରମିକ ଅକାଳୁ ସୁନାନୀ (ବୟସ ୪୫) ପଡୋଶି ରାଜ୍ୟ ହାଇଦ୍ରାବାଦର ଏକ ଘରୋଇ କମ୍ପାନିରେ ଠିକା ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ରବିବାର ଦିନ ମୃତ୍ୟୁ ହୋଇଥିଲା। ମୃତ ଦାଦନର ୩ ପୁଅ ସହ ଗୋଟିଏ ଝିଅ ଥିବା ବେଳେ ପରିବାର ଏବେ ବେସାହାରା ହୋଇ ପଡିଛି । ଆଜି କମ୍ପାନି ଏକ ଆମ୍ବୁଲେନସ ଯୋଗେ ଶବକୁ ଆଣି ଗାଁରେ ପହଞ୍ଚିଥବା ବେଳେ ମୁଷାପାଲି ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ଶବ ଶତ୍କାର କରିବା ପାଇଁଁ ଦେଇଥିଲେ ।
Download Argus News App
