ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୩ ଦଳର ଜୋରସୋରରେ ପ୍ରସ୍ତୁତି
ଖାଦ୍ୟ ଅନ୍ୱେଷଣରେ ଆସି ପାଇଖାନା ଟାଙ୍କିରେ ପଡିଗଲା ହାତୀ ଛୁଆ

ଢେଙ୍କାନାଳ: ପାଇଖାନା ଟାଙ୍କିରେ ଏକ ଛୁଆ ହାତୀ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ସାଆନ୍ଦା ଗ୍ରାମ ପଞ୍ଚାୟତର ତଳବେରଣା ଗାଁରେ । ଏହି ଗାଁରେ ରହୁଥିବା ମାନଶ ପାଲଙ୍କ ଘର ପଛ ପାଖ ପାଇଖାନା ଟାଙ୍କିରେ ଏକ ଛୁଆ ହାତୀ ତା ମା ସହ ରାତିର ଖାଦ୍ୟ ଅନ୍ୱେଷଣରେ ଆସିବା ବେଳେ ପଡିଯାଇଥିଲା। ସକାଳେ ମାନସ ଜାଣିବା ପରେ ଗ୍ରାମ ବାସୀ ଙ୍କୁ ଡାକି ହାତୀ ଛୁଆଟିକୁ କାଠ ପକାଇ ଉଦ୍ଧାର କରିଥିଲେ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
