ଜୁନିଅର ଟିମ୍ରେ ଦୀର୍ଘ ବର୍ଷ ହେଲା ଖେଳି ଆସୁଥିଲେ । ଓଡିଶା ଏଫସିରେ ଖେଳିବା ମୋର ସ୍ବପ୍ନ ଥିଲା ବୋଲି କହିଛନ୍ତି । ଓଡିଶା ଦଳ ପାଇଁ ଭଲ ପ୍ରଦର୍ଶନ କରିବି ବୋଲି ଆଶା ରଖିଛନ୍ତି ।
ଅଢେଇ ବର୍ଷ ପାଇଁ କରିଛନ୍ତି ଚୁକ୍ତି ସ୍ଵାକ୍ଷର

ଅର୍ଗସ ବ୍ୟୁରୋ : ଓଡିଶା ଏଫସିରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଟଙ୍କଧର ବାଗ । ଓଡିଶା ଏଫସି ସହିତ ତାଙ୍କର ଅଢେ଼ଇ ବର୍ଷର ଚୁକ୍ତି ସ୍ଵାକ୍ଷର ହୋଇଛି । ସେ ଡିଫେଣ୍ଡର ଭାବରେ ଜଣାଶୁଣା ।
Download Argus News App
