ପ୍ରଧାନମନ୍ତ୍ରୀଙ୍କ 99ତମ ମନ୍ କି ବାତ୍
ଆର.ଉଦୟଗିରିରେ ୨ଦୁର୍ବୃତ୍ତ ଗିରଫ, ୩ଦେଶୀ ବନ୍ଧୁକ ଜବତ

ଗଜପତି: ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ତେବେ ଏହା ପୂର୍ବରୁ ଆର.ଉଦୟଗିରିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦେଶୀ ବନ୍ଧୁକ ଜବତ କରିଛି । ରଣାଲଇ ନିକଟରୁ ପୋଲିସ ଦୁଇଜଣ ଦୁର୍ବୃତ୍ତକୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ଏହାକୁ ନିଆଯାଉଥିବା ପୋଲିସ ଅନୁମାନ କରିଛି ।
Download Argus News App
