ବଢିଲା ବସ ଭଡା
ଭୁବନେଶ୍ୱର: ବଢିଲା ବସ ଭଡା । ଅର୍ଡିନାରୀ ବସ୍ ଭଡ଼ା ୭୨ ପଇସାରୁ ବଢ଼ି ୭୩ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ଭଡ଼ା କି.ମି. ପିଛା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଛି । ଏସି ଡିଲକ୍ସ କି.ମି. ପିଛା ୧ଟଙ୍କା ୨୭ ପଇସାରୁ ବଢ଼ି ୧ଟଙ୍କା ୨୯ ପଇସା ହୋଇଛି।
Download Argus News App
