ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା। ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି। ଅନ୍ୟ ରାଜ୍ୟ ଅପେକ୍ଷା ମୃତ୍ୟ ସଂଖ୍ୟା ରାଜ୍ୟରେ ସବୁଠୁ କମ। ମେ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହେଉଛି। ସମ୍ପୂର୍ଣ୍ଣ ଡାଟା ଦେଖିଲେ ଆମର ସଂଖ୍ୟା ବହୁତ କାମ। ବର୍ତ୍ତମାନ ଗୁତୁରର ରୋଗୀଙ୍କ ସଂଖ୍ୟା କମୁଛି। ଅଧିକ ଡାକ୍ତର ଖାନାରେ ବେଡ଼ ଖାଲି ହେଉଛି। ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି।
ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି। ଯାହା ରେକମେଣ୍ଡ କରିବେ ସେହି ଅନୁସାରେ ବ୍ୟବସ୍ଥା କରାଯିବ। ଜୁନ ରେ ଖସିବା ଆରମ୍ଭ କରୁଛି ଆହୁରି କମିବ ବୋଲି ଆଶା କରାଯାଉଚି। ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ଆଇସିଏମଆର ଗାଇଡ୍ଲାଇଁ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳକୁ କଭାର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ।