ଜେଲ ଗଲେ ଗୋପାଳ ଦାସ
ଆଜି ଅର୍ଗସର ODISHA HEALTH CONNECT କନକ୍ଲେଭ୍

ଅର୍ଗସ ବ୍ୟୁରୋ: ଆଜି ଅର୍ଗସର ODISHA HEALTH CONNECT କନକ୍ଲେଭ୍ । ରାଜ୍ୟର ସ୍ବାସ୍ଥ୍ୟ ପ୍ରସଙ୍ଗରେ ହେବ ଆଲୋଚନା । ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରିବାକୁ ପ୍ରୟାସ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବିନ୍ ପାୱାର । ସକାଳ 10ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଦେଶ ତଥା ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।
Download Argus News App
