ସ୍ପେସିଆଲ apreciation ଆୱାର୍ଡ଼ as partner ଷ୍ଟେଟରେ ସ୍ଥାନ ଅଧିକାର କରିଛି ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର। ସେହିପରି ସ୍ପେସିଆଲ apreciation ଫୋକସ state ରେ କେରଳ ପ୍ରଥମ ସ୍ଥାନ ଅଧିକାର କରିଛି।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ରେ ଓଡ଼ିଶା ସମ୍ମାନିତ

ଅର୍ଗସ ବ୍ୟୁରୋ: ଓଡ଼ିଶା ପାଭିଲିୟନକୁ ମିଳିଲା ପୁରସ୍କାର। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କାଟୋଗରୀରେ ସ୍ପେସିଆଲ apreaction prize Odisha କୁ ମିଳିଛି। ମେଳାରେ ଆକର୍ଷଣୀୟ ମଣ୍ଡପ କରିଥିବାରୁ ଓଡ଼ିଶାକୁ ପୁରସ୍କାର ମିଳିଛି।
Download Argus News App
