କ୍ରୀଡା ସହ ସମସ୍ତ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ଅନୁମତି । କୋଭିଡ୍ ନିୟମ ପାଳନ ସହ ମେଳା, ପ୍ରଦର୍ଶନୀ, ବାଣିଜ୍ୟ ମେଳାକୁ ଅନୁମତି । କୋଭିଡ୍ କଟକଣାରେ ପାଳନ ହୋଇପାରିବ ମହାଶିବରାତ୍ରୀ । କୋଭିଡ କଟକଣାରେ ଦୋଳ ପୂର୍ଣ୍ଣିମା ପାଳନ କରିବାକୁ ଅନୁମତି । ସର୍ବସାଧାରଣରେ ହୋଲି ଖେଳିବା ଉପରେ ଲାଗିଲା କଟକଣା । ଘରେ ରହି ପରିବାର ସହ ଖେଳିପାରିବେ ହୋଲି । ବିବାହ , ବ୍ରତ କାର୍ଯ୍ୟରେ 500 ସାମିଲ ହୋଇପାରିବେ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି । ଏହାସହ ସୁଦ୍ଧକ୍ରିୟା ଓ ସମାବେଶରେ 250 ଜଣଙ୍କୁ ଅନୁମତି ଦିଆଯାଇଛି