ଓଡିଶା ପାଇଁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ମୋଦି ସରକାର
ତହସିଲ କର୍ମଚାରୀଙ୍କ ଓକିଲଙ୍କୁ ଦୁର୍ବବ୍ୟହାର, ପ୍ରତିବାଦରେ ଅଫିସରେ ତାଲା ପକାଇଲେ ଓକିଲ ସଂଘ

କଳାହାଣ୍ଡି: ଗତକାଲି ମଦନପୁର ରାମପୁର ତହସିଲ ଅଫିସର ଜନୈକ କର୍ମଚାରୀ ସ୍ଥାନୀୟ ଓକିଲ ସତ୍ୟ ନାରାୟଣ ସାହୁଙ୍କୁ ଦୁଃବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଆଜି ସକାଳୁ ମଦନପୁର ରାମପୁର ଓକିଲ ସଂଘ ସ୍ଥାନୀୟ ତହସିଲ ଅଫିସରେ ତାଲା ପକାଇଥିଲେ । ଏହାସହ ଉକ୍ତ ତହସିଲ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ଦାବିରେ ତହସିଲଦାରଙ୍କୁ ଜଣାଇଥିଲେ । ଏହି ବନ୍ଦରେ ବାର ସଭାପତି ସପନ କୁମାର ପଟ୍ଟନାୟକ, ଜୟ କୁମାର ସିଂହଦେଓଙ୍କ ସମେତ ଶତାଧିକ ଓକିଲ ଧାରଣାରେ ବସିଛନ୍ତି ।
Download Argus News App
