ଆଡପ ମଣ୍ଡପରେ ବିଜେ କରିବା ପରେ ମହାପ୍ରଭୁଙ୍କର ବିଭିନ୍ନ ରିତିନୀତି ସମ୍ପର୍ଣ୍ଣ ହୋଇଛି ।
ଗଛରେ ପିଟି ହେଲା ଭ୍ୟାନ୍, ୭ଆହତ
କେନ୍ଦ୍ରାପଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ । ଦୁର୍ଘଟଣାରେ 7ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରମାନଙ୍କ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ କେନ୍ଦ୍ରାପଡ଼ାର ଅସୁରେଶ୍ୱରରୁ ମେଲଣ ଦେଖି ଫେରୁଥିବା ବେଳେ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯିବା ପରେ ଓଲଟି ପଡ଼ିଥିଲା। ଆହତମାନେ ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର ବୋଲି ଜଣାପଡିଛି ।
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
