NVS-୦୧ର ସଫଳ ଉତ୍କ୍ଷେପଣ
କମିଲା ବସ୍ ଭଡ଼ା, ଅର୍ଡିନାରୀ ୧ ଓ ଡିଲକ୍ସ ୨ ପଇସା
ଭୁବନେଶ୍ୱର: କମିଲା ବସ୍ ଭଡ଼ା । ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କାରଣ ଏବେ ରାଜ୍ୟ ସରକାର ବସ୍ ଭଡ଼ା ହ୍ରାସ କରିବା ନେଇ ସ୍ଥିର କରିଛନ୍ତି । ଅର୍ଡିନାରୀ ଓ ଏକ୍ସପ୍ରେସ ବସଭଡ଼ା ୧ ପଇସା କମିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ହ୍ରାସ କରାଯାଇଛି ।
ଅର୍ଡିନାରୀ ବସ ଭଡ଼ା ୬୯ରୁ ୬୮ ପଇସା ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୭୨ ଟଙ୍କାରୁ ୭୧ ଟଙ୍କାରୁ ହ୍ରାସ ପାଇଛି । ସେହିପରି ଡିଲକ୍ସ ବସ ଭଡ଼ା ୯୯ରୁ ୯୭ ପଇସାକୁ ହ୍ରାସ ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡ଼ା ୧ଟା ୨୧ ପଇସାରୁ ୧ ଟଙ୍କା ୧୯ ପଇସାକୁ କମ୍ ହୋଇଛି ।
Download Argus News App
