ଇବ୍ ନଦୀରେ ଥିବା ହଣ୍ଡବୁଡ ବାଲିଘାଟରୁ ବେଆଇନ୍ ବାଲିଉଠାଣକୁ ନେଇ 2017ରେ ଲିଜଧାରୀଙ୍କ ଉପରେ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ଜୋରିମାନା କରିଥିଲେ ଜିଲ୍ଲାପାଳ । ଏବେସୁଦ୍ଧା ଜୋରିମାନା ଟଙ୍କା ତ ଆଦାୟ ହେଲାନି ଓଲଟା ଲିଜଧାରୀଙ୍କୁ ମିଳୁଛି ନୂଆ ଲିଜ୍ ।
ବେଆଇନ ବାଲି ଉଠାଣକୁ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହାନୀ କରୁଛନ୍ତି ସରକାର । କିନ୍ତୁ ରାଜନୈତିକ ଚାପରେ ପ୍ରଶାସନ ଚୁପ୍ ।