ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର: 2019 ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟରେ ଆଉ 20ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ ।
ବିଧାନସଭା ପ୍ରାର୍ଥୀ ତାଲିକା
ଧାମନଗର- ବିଦ୍ୟାଧର ଜେନା ବାସୁଦେବପୁର- ଅଶୋକ କୁମାର ଦାସ ରେମୁଣା- ପ୍ରତାପ ସେଠୀ ବସ୍ତା- ବିଜନ ନାୟକ ଭୋଗରାଇ- ସତ୍ୟଶିବ ଦାସ ବାରିପଦା- ଦଶରଥ ସିଂହ ଯଶୀପୁର- ମହେନ୍ଦ୍ର ନାୟକ ପାଟଣା- ଗୋପେଶ୍ୱର ନାୟକ ତେଲକୋଇ- ମୋହନ ହେମ୍ବ୍ରମ ଉଦଳା- ବେଣୁଧର ମହାପାତ୍ର ବରୀ- ଉମେଶ ଜେନା ସୁକିନ୍ଦା- ଶରତ ରାଉତ ପରଜଙ୍ଗ- ଯଶସ୍ୱିନୀ ରାଉତ ନିଆଳି- ମମତା ଭୋଇ ମାହାଙ୍ଗା- ଦେବେନ୍ଦ୍ର ସାହୁ ପାଟକୁରା- ଜୟନ୍ତ ମହାନ୍ତି ତିର୍ତୋଲ- ବିଭୁପ୍ରସାଦ ତରାଇ ପୁରୀ- ଅରୋପ୍ରସାଦ ମିଶ୍ର ନୟାଗଡ- ମନୋଜ ସାହୁ ବିଞ୍ଝାରପୁର- ମନୋରଂଜନ ଦାସ ସେହିପରି 7ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିିଛି କଂଗ୍ରେସ ।Download Argus News App
