ଚାକିରିରେ ସ୍ଥାୟୀତ୍ବ, ୩୦ ହଜାର ଟଙ୍କା ଦରମା, ମହିଳା କର୍ମଚାରୀଙ୍କୁ ମ୍ୟାଟନିଟି ସମୟରେ ଛୁଟି, ପିଲାଙ୍କ ଗ୍ରେଡ ହିସାବରେ ଚାକିରି ପରି ପ୍ରମୁଖ ଦାବି ନେଇ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ୨୦୨୧ ମସିହା ନଭେମ୍ବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଡାକି ୨୫ ଶତକଡ଼ା ଦରମା ବୃଦ୍ଧି କରାଇ ୨ ମାସ ଭିତରେ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିଲାନାହିଁ l
ପୁନଶ୍ଚ ନଭେମ୍ବର ୨୬, ୨୦୨୨ ରେ ଗାନ୍ଧିମାର୍ଗରେ ପୁଣି ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ଓ ଆଉଟସୋରସିଙ୍ଗ କର୍ମଚାରୀ ଧାରଣାରେ ବସି ରହିବେ ବୋଲି ଦାବୀ କରିଥିଲେ ସେ ସମୟରେ ସରକାର ଆମକୁ ଡାକି ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ସମୟ ମାଗିଥିଲେ l
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ