କୀଡ଼ନି ଟେଷ୍ଟ ପାଇଁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କମଳା ପୂଜାରୀଙ୍କ ଉଭୟ କିଡିନୀ କିଛି ମାତ୍ରାରେ ଖରାପ ହୋଇଥିବା ସୂଚନା ମିଳିଛି । ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ କମଳା ପୂଜାରୀ । ଏଥିପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରରେ ସମ୍ମାନିତ କରାଯାଇଥିଲା ।