ନୂଆଦିଲ୍ଲୀ : ରାଜ୍ୟରେ୨୨ଟି ବିଧାନସଭା ଆସନ ପାଇଁ ୨ୟ ପର୍ଯ୍ୟାୟ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୦ ଲୋକସଭା ଆସନ ସହ ୯୯ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ହୋଇଥିବା ବେଳେ ଆଉ ୫ ଲୋକସଭା ଆସନ ସହ ୨୨ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ଭଟଲି – ଇରାଶିଷ ଆଚାର୍ଯ୍ୟ ଦେବଗଡ – ସୁବାସ ପାଣିଗ୍ରାହୀ ବୀରମହାରାଜପୁର – ରଘୁନାଥ ଜଗଡାଲ ସୋନପୁର – ଅଶୋକ ପୁଜାରୀ ବଲାଙ୍ଗୀର – ଅନନ୍ତ ଦାସ ନୂଆପଡା – ହୋମସିଂହ ମାଝୀ ଝରିଗାଁ – ପର୍ଶୁରାମ ମାଝୀ ଡାବୁଗାଁ – ପଦ୍ମନ ନାୟକ ଭବାନୀପାଟନା – ପ୍ରଦୀପ ନାୟକ ଦଶପଲ୍ଲା – ପୂର୍ଣ୍ଣଚନ୍ଦ୍ର ନାୟକ କବିସୂର୍ଯ୍ୟନଗର – ରଂଜନ ପଲ୍ଲାଇ ଛତ୍ରପୁର – ପ୍ରଶାନ୍ତ କର ଆସ୍କା – ଦେବରାଜ ମହାନ୍ତି ସୋରଡା – ନୀଳମଣୀ ବିଶୋୟୀ ବ୍ରହ୍ମପୁର – କାହ୍ନୁ ପତି ଦିଗପହଣ୍ଡି – ପିଙ୍କି ପ୍ରଧାନ ମୋହନା – ପ୍ରଶାନ୍ତ ମଲ୍ଲିକ ଗୁଣୁପୁର – ଶିଶିର ଗମାଙ୍ଗ ରାୟଗଡା – ବସନ୍ତ ଉଲ୍ଲାକା ଜୟପୁର – ଗୈାତମ ସାମନ୍ତରାୟ କୋରାପୁଟ – ତ୍ରିପୁରା ଗର୍ଦ୍ଦା ଚିତ୍ରକୋଣ୍ଡା – ପାଡୁ ମାଝୀ ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶୁକ୍ରବାର ବିଳମ୍ବିତ ରାତ୍ରୀରେ ନିଜର ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ବିଜେପି ପ୍ରଥମ ତାଲିକାରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 22ଜଣଙ୍କ ନାମ ଘୋଷଣା କରାଯାଇଛି ।
