Bhakti: Bhabare Bhagabata | EP - 223 | Argus News
ଲୋକଙ୍କୁ ବିଭ୍ରାନ୍ତ କରିବାରେ ନବୀନ ଛୋଟା ମାଷ୍ଟର: କଂଗ୍ରେସ

ଭୁବନେଶ୍ୱର: ଲୋକଙ୍କୁ ବିଭ୍ରାନ୍ତ କରିବାରେ ନବୀନ ମାଷ୍ଟର । ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି । ବିଜେଡି ସୁପ୍ରିମୋ ନିବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କଂଗ୍ରେସ ଛୋଟ ମାଷ୍ଟର କହିଛି । ଲୋକଙ୍କୁ ବିଭ୍ରାନ୍ତ କରିବାରେ ନବୀନ ମାହିର । ଏହା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟ କଂଗ୍ରେସ ଟାର୍ଗେଟ କରିଛି । ଲୋକଙ୍କୁ ବିଭ୍ରାନ୍ତ କରିବାରେ ବିଜେଡି ଛୋଟ ମାଷ୍ଟର ରୋଲ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ଼ ମାଷ୍ଟର ବୋଲି କହିଛି କଂଗ୍ରେସ । ଉଭୟ ନବୀନ ବାବୁଙ୍କ ଇଞ୍ଜିନ୍ ଓ ମୋଦିଙ୍କ ଇଞ୍ଜିନ ଆଉ କାମ କରୁନି..
ଦେଖନ୍ତୁ ପୁରା ଭଡିଓ । କ’ଣ କହୁଛି କଂଗ୍ରେସ....
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
