Covid-19 Report For 21st April
New Positive Cases: 6164
In quarantine: 3575
Local contacts: 2589
(Details of local contacts will be shared by concerned Dist Administration)
District Wise Cases:
1. Angul: 136
2. Balasore: 78
3. Bargarh: 236
4. Bhadrak: 71
5. Balangir: 226 — I & PR Department, Odisha (@IPR_Odisha) April 22, 2021
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଅର୍ଥାତ ଲୋକାଲ କେସର ସଂଖ୍ୟା ରହିଛି ୨୫୮୯ । ଏ ସମସ୍ତ ଆକ୍ରାନ୍ତ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି 7 ମୁଣ୍ଡ ନେଇଛି ମହାମାରୀ ।