ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ସଡକ ଦୁର୍ଘଟଣାରେ ୧୦ ଆହତ

ଭଦ୍ରକ: ସଡକ ଦୁର୍ଘଟଣାରେ ୧୦ ଆହାତ, ୪ଜଣ ଗୁରୁତର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଅସୁରା ଛକ ନିକଟରେ । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡରେ ଡମ୍ଫରଟି ଛିଡା ହୋଇଥିବାବେଳେ ଡଲଫିନ ବସଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦ ଆହତ, ୪ଜଣ ଗୁରୁତର । ପଶ୍ଚିମବଙ୍ଗ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ,ଏମ.ଡି କାମୁଏଲ, ଶ୍ୟାମ ନାରାୟଣ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସାଧିନ । ଏହି ଡଲଫିନ ନାମକ ଘରୋଇ ବସ ପୁରୀରୁ କଲିକତା ଯାଉଥିବା ଜଣାପଡିଛି ।
Download Argus News App
