ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ପିକ୍ଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

କଟକ: କଟକ ଜିଲ୍ଲା ନରସିଂହପୁର କାନପୁର ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଚମ୍ପେଶ୍ୱର ସିଂହଦ୍ଵାର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମୃତ । ତେବେ ପିକଅପ ଭ୍ୟାନ ଓ ବାଇକ ବାଇକ ଆରୋହୀ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ବରଣ କରିଛି । ତେବେ ମୃତକ ଜଣକ ହେଲେ ସଦାନନ୍ଦ ନାୟକ ଏବଂ ତାଙ୍କ ଘର ମାନପୁର ଗ୍ରାମର ବୋଲି ଜଣାପଡ଼ିଛି । ଏହାସହ ପିକ୍ଅପ୍ ଭ୍ୟାନ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ସେପଟେ ପୋଲିସ ତାର ତଦନ୍ତ ଜାରି ରଖିଛି ।
Download Argus News App
