ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ଓଡ଼ିଶା ଆସି ବିଜେଡି ପାଇଁ ପ୍ରଚାର କଲେ ଅମିଷା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଠାରେ ଜୋରଦାର ପ୍ରଚାର କରିଛି ବିଜୁ ଜନତା ଦଳ । ତେବେ ବିଜେଡି ପାଇଁ ପ୍ରଚାର କରିଛନ୍ତି ବଲିଉଡ ଷ୍ଟାର ଅଫତାବ ଏବଂ ଅମିଷା ପଟେଲ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ବେଳେ, ଓଡ଼ିଶା ଆସି ଖୁସି ଅନୁଭବ କରୁଥିବା କହିଛନ୍ତି ବଲିଉଡର ଏହି ଦୁଇ କଳାକାର । ତେବେ ପ୍ରଚାର ସମୟରେ ସେଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସଭା ଚାଲିଥିବା ସମୟରେ ମଂଚ ଉପରେ ଯେତେବେଳେ ଆମିଶା ଚଢିଥିଲେ ସେତେ ବେଳେ ବିଜେଡି ବିଧାୟିକା ପ୍ରାର୍ଥିନୀ ରିନା ତନ୍ତି ତାଙ୍କ ସହ ହାତ ମିଳାଇବାକୁ ନିଜର ହାତ ବଢାଇ ଥିଲେ । ମାତ୍ର ଆମିଶା ରିନାଙ୍କ ସହ ହାତ ନ ମିଳାଇ ଦୂରରୁ ନମସ୍କାର କରିଦେଇଥିଲେ । ଏହି ଦୃଶ୍ୟ ସେତେ ବେଳେ କିଛି ଲୋକଙ୍କ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
