ସରସ୍ବତୀ ପୂଜା ଅବସରରେ ମଦ ନିଶାରେ ନାଗୀନ ଡ୍ୟାନ୍ସ !
ବସ୍କୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
କେନ୍ଦୁଝର: କେନ୍ଦୁଝର କାଞ୍ଜିପାଣି ଥାନା କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ବସକୁ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ ଉଭୟ ବସ ଓ ଟ୍ରକ ଓଲଟି ପଡିବାବାରୁ ବସରେ ଥିବା ଜଣେ ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ମେଡ଼ିକାଲ ପଠାଇବା ସହ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Download Argus News App
