ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ର ଓ ରେକର୍ଡ଼ରେ ସମିତି ସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା କରାଯାଉ, ପ୍ରତି ପଂଚାୟତରେ ସମିତି ସଭ୍ୟ ମାନଙ୍କ ପାଇଁ ଏକ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରାଯାଉ । କାର୍ଯ୍ୟକାଳର ୫ ବର୍ଷ ପରେ ଅବସରକାଳୀନ ମାସିକ ୧୦,୦୦୦ ଟଙ୍କା ଭତ୍ତା ଭଳି ଅନେକ ଦାବି କରିବେ ସମିତି ସଭ୍ୟ।
ଅଧିକ ପଢନ୍ତୁ ଓଡ଼ିଶା ଖବର