ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ଫୋନି ପ୍ରଭାବ: ଶ୍ରୀମନ୍ଦିର ପୁର୍ନଉଦ୍ଧାର ପାଇଁ ଇଣ୍ଡିଆନ ଅଏଲର ସହାୟତାକୁ ପ୍ରଶଂସା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ବାତ୍ୟା ଫୋନିର ପ୍ରଭାବରେ ଶ୍ରୀମନ୍ଦିର ଚାରିପାଖରେ ଥିବା କାରୁକାର୍ଯ୍ୟ କ୍ଷତିଗ୍ରସ୍ତ ହୋଇଛି । ଶ୍ରୀମନ୍ଦିର, କଳ୍ପବଟ, କୋଇଲି ବୈକୁଣ୍ଠ ବର୍ଷା ଓ ପବନ ପ୍ରଭାବରେ ନଷ୍ଟ ହୋଇଛି । ଏହାର ପୁନଃଉଦ୍ଧାର ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ 5 କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି । ବିପଦ ସମୟରେ ଇଣ୍ଡିଆନ ଅଏଲ୍ର ଏପରି ସହାୟତାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Welcome the decision of Indian Oil to contribute RS 5 Crore towards restoration work of the Puri Temple of Lord Jagannath, which was damaged by #CycloneFani
— Chowkidar Dharmendra Pradhan (@dpradhanbjp) May 8, 2019
Download Argus News App
