Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନିମାପଡାରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ
କଳଙ୍କିତ ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ କି ବାର୍ତ୍ତା ଦେଉଛି ବିଜେଡି
ଅର୍ଗସ ବ୍ୟୁରୋ : ଆସିଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପାଣ୍ଡିଆନ ଦଳର ଦୁଇ ନମ୍ବର ନେତା ବୋଲି ତାଲିକା ମାଧ୍ୟମରେ ସ୍ପଷ୍ଟ କଲା ବିଜୁ ଜନତା ଦଳ । ଲିଷ୍ଟରେ ୪ ବିବାଦୀୟ ନେତା ରହିଛନ୍ତି । ପ୍ରତାପ ଜେନା, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଶାନ୍ତ ସିଂଙ୍କ ପରି କଳଙ୍କିତ ଚେହେରାଙ୍କୁ ଷ୍ଟାର କ୍ୟାମ୍ପେନର ସଜାଇ କି ବାର୍ତ୍ତା ଦେଉଛି ବିଜେଡି
ବୌଦ୍ଧ ଓ କଣ୍ଟାମାଳରେ ବିଶାଳ ଜନସମାବେଶ ଓଡ଼ିଶାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି - ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : କଣ୍ଟାମାଳରେ ଆଜିର ଜନସମାବେଶ ରାଜ୍ୟରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି । ବିଶେଷ ଭାବରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉତ୍ସାହ, ଉଦ୍ଦୀପନା ଓ ପରିବର୍ତ୍ତନର ବାତାବରଣ ଦେଖାଯାଇଛି, ତାହା ଆମ ଦଳର ସଂକଳ୍ପକୁ ଅଧିକ ମଜଭୂତ୍ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୌଦ୍ଧର ପଲସାଗୋରା ଓ ବୁଟୁପାଲିରେ ବୌଦ୍ଧ ସାଂସଦ ପ୍ରାର୍ଥ