ଫଳରେ ଶୁକଦେବଙ୍କ ପରିବାର ଘରୁ ବାହାରିବା ବନ୍ଦ ହେଇଯାଇଛି । ରାସ୍ତାଟିକୁ ଅବରୋଧ ପରେ ଶୁକଦେଵଙ୍କ ପରିବାର ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲା ପରେ ବି ଏହାର କୌଣସି ସମାଧାନ ହେଇପାରିନଥିଲା । ଫଳରେ ଆଜି ବାଧ୍ୟ ହେଇ ସୁକଦେଵ ସେହି ରାସ୍ତା ପାଖରେ ଆମରଣ ଅନଶନରେ ବସିଛନ୍ତି ।
ଅନଶନରେ ବସିଲେ ବୃଦ୍ଧ

ଅର୍ଗସ ବ୍ୟୁରୋ : ଅବରୋଧ ରାସ୍ତା ଉଛେଦ ଦାବୀରେ ଅନଶନରେ ବସିଲେ ବୃଦ୍ଧ । ଭଦ୍ରକ ବାସୁଦେବପୁର ଥାନା ସୁଗୋ ଗ୍ରାମରେ ଦେଖିବାକୁ ମିଳିଛଇ ଏଭଳି ଦୃଶ୍ୟ । ଅନଶନରେ ବସିଛନ୍ତି ସୁଗୋ ଗ୍ରାମର ସୁକଦେଵ ମହାକୁଡ଼ । 1968 ମସିହାରେ ସୁକଦେଵଙ୍କ ବାପା ନନ୍ଦ ମହାକୁଡ଼ 1ଡିଶିମିଲ ଜାଗା କିଣି ରାସ୍ତା କରି ଚଳ ପ୍ରଚଳ କରୁଥିଲେ । ହେଲେ କିଛି ବର୍ଷ ଧରି ସୁକଦେବଙ୍କ ପଡୋଶୀ ସେ ଜମିଟି ତାଙ୍କର ବୋଲି ଦାବି କରି ରାସ୍ତାଟିକୁ ଅବରୋଧ କରି ରଖିଛନ୍ତି ।
Download Argus News App
