ଅଧିକ ପଢନ୍ତୁ : ହତ୍ୟା କରା ଯାଇଥିବା ସନ୍ଦେହ
ଆଜି ଭୋର୍ ରୁ ଜଙ୍ଗଲ ନିକଟକୁ ଗାଁ ର ୩-୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ l ଏହି ସମୟରେ ଏକ ମାଦା ଭାଲୁ ତାର ଦୁଇ ଛୁଆଙ୍କୁ ଧରି ଫେରୁଥିବା ଅବସ୍ଥାରେ ଛତୁ ଗୋଟାଳି ଲୋକଙ୍କ ସହ ମୁହାଁ ମୁହିଁ ହୋଇଥିଲେ l ଭାଲୁକୁ ଦେଖି ଅନ୍ୟମାନେ ଦୌଡି ପଳାଇଥିବେଳେ ନିତ୍ଯାନନ୍ଦ ଦୌଡିନପାରି ଭାଲୁ ଆକ୍ରମଣର ଶିକାର ହୋଇଥିଲେ l