ଗ୍ରାମର ତପନକୁମାର ମାଝୀ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ପୂଜାରାଣୀ ତରେଇ ଏବଂ ତାଙ୍କ ଭାଉଜ ଙ୍କୁ ସୁନା ଗହଣା ସଫା କରିବା ପାଇଁ କହିଥିଲେ। ମହିଳା ଦୁଇ ଜଣ ସୁନାର ମଙ୍ଗଳସୂତ୍ର,କାନ ଫୁଲ ସହିତ ରୁପା ପାଉଁଜି ଦେଇଥିଲେ l ପରେ ଯୁବକ ଜଣକ ଘରଭିତରୁ ପାଣି ଆଣିବାକୁ କହିଥିଲେ ମହିଳା ଦୁଇଜଣ ପାଣି ଆଣିବାକୁ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ନେଇ ସେହି ସ୍ଥାନ ରୁ ଚମ୍ପଟ ମାରିଥିଲେ ଦୁଇ ଯୁବକ l ଏନେଇ ସୋର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଙ୍କ ସ୍ୱାମୀ l
ଓଡିଶା ଖବର ଆହୁରି ପଢନ୍ତୁ