ନନ୍ଦନକାନନରେ ଜନ୍ମାନେଲା 3 ବାଘ ଛୁଆ....
ବାଲେଶ୍ୱର: ମହିଳା ଦିବସରେ ମହିଳା ହଲାବୋଲ । ପାଣି ପାଇଁ ଗରା ବାଲଟି ରଖି କଲେ ରାସ୍ତା ଅବରୋଧ । ଏଭଳି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ଗୁଡିଖାଳ ଛକ ନିକଟରେ ଦେଖିବାକୁ ମିଳିଛି ।
ଦୀର୍ଘ ଦିନ ଧରି ପାଣି ସମସ୍ୟାକୁ ନେଇ କୁଳିଦା ପଞ୍ଚାୟତର ଜୁଳମନ୍ଦା ଗ୍ରାମବାସୀ 60 ନମ୍ବର ଏନଏଚ ଅବରୋଧ କରିଛନ୍ତି । ଯଦ୍ୱାରା ଗାଡି ଚଳାଚଳ ଏକପ୍ରକାର ଠପ ହୋଇପଡିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ମୋଟର ଅଟକି ରହିଛି ।