ତେବେ ଚାଲାଣକାରୀ ଏହି ଗଞ୍ଜେଇ କୁ ଫିରିଙ୍ଗିଆ ଅଂଚଳରୁ ଭଞ୍ଜନଗର ନେଇଯାଇଥିବା ବେଳେ ଅବକାରି ବିଭାଗ କର୍ମଚାରୀ ମାନେ କଳିଙ୍ଗିଆ ଛକ ଠାରେ ଚଢାଉ କରି ଗିରଫ କରିଥିଲେ। ଅଭିଯୁକ୍ତ କୁ ଅଧିକ ପଚରାଉଚରା ପାଇଁ ଫୁଲବାଣୀ ଅବକାରି ବିଭାଗ କାର୍ଯ୍ୟାଳୟ ରେ ରଖାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଗଞ୍ଜେଇ ଜବତ ଜଣେ ଗିରଫ

ଅର୍ଗସ ବ୍ୟୁରୋ :ବାଇକ ରେ ଗଞ୍ଜେଇ ଚାଲାଣ କରୁଥିବା ଚାଲାଣକାରୀ ଗିରଫ। କନ୍ଧମାଳ ଜିଲ୍ଲା କଳିଙ୍ଗା ଛକରୁ ବାଇକ ରେ ଥିବା 8 କିଲୋ ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ଜି. ଉଦୟଗିରି ଅବକାରି ବିଭାଗ। ଗିରଫ ଅଭିଯୁକ୍ତ ଜଣଙ୍କ ଫିରିଙ୍ଗିଆ ଥାନା ରତଙ୍ଗ ଅଞ୍ଚଳର ସ୍ରୁଷ୍ଟି ଚରଣ ଗିରି ବୋଲି ଅବକାରି ବିଭାଗ ପକ୍ଷରୁ ସୂଚନା ମିଳିଛି।
Download Argus News App
