ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ଖଣ୍ଡହତା ଗାଁର ଫକୀର ଶାଣ୍ଢ। ଭେଜିଗୋରା ଗ୍ରାମର ଜଣେ ସମ୍ପର୍କୀୟ ଭାଇଙ୍କ ସହ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ। ବୌଦ୍ଧ ଥାନା ମଥୁରା ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ବାଇକଟି ଧକ୍କା ଦେଇଥିଲେ। ଫଳରେ ଫକୀର ଷାଣ୍ଢଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଜଣେ ଗୁରୁତର ଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି।
ଟ୍ରକକୁ ପଛପଟୁ ପିଟିଲା ବାଇକ, ଚାଲିଗଲା ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଟ୍ରକକୁ ପିଟିଲା ବାଇକ। ବୌଦ୍ଧ ଥାନା ମଥୁରା ଛକରେ ଟ୍ରକକୁ ପଛପଟୁ ପିଟିଲା ବାଇକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଖଣ୍ଡହତା ଗାଁର ଫକୀର ଷାଣ୍ଢ ।
Download Argus News App
