ଅଧିକ ପଢନ୍ତୁ: ନରହନ୍ତା ଦନ୍ତା ହାତୀ ଆକ୍ରମଣରେ୨ ବୃଦ୍ଧାଙ୍କ ମୃତ୍ୟୁ
ଢେଙ୍କାନାଳରେ ହାତୀ ଓ ମଣିଷ ମଧ୍ୟରେ ଚାଲୁଥିବା ଲଢେଇ ଥମିବାର ନା ନେଉନାହିଁ । ହାତୀ ମାନେ ଗାଁ ଗାଁରେ ପଶି ଘରଦ୍ୱାର ନଷ୍ଟ କରିବା ସହ ମଣିଷଙ୍କୁ ଆକ୍ରମଣ କରି ମାରୁଛନ୍ତି । ବନ ବିଭାଗ ଯେତେ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ହାତୀ ଓ ମଣିଷ ଭିତର ଲଢେଇକୁ ରୋକିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ