ଘଟଣା ସ୍ଥଳରେ ଗ୍ରାମବାସୀ ଓ ବୋଲଗଡ ପୋଲିସ ପହଂଚି ପ୍ରଥମେ ତାଙ୍କୁ ବୋଲଗଡ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୋଲଗଡ ପୋଲିସ ଟ୍ରକ ଓ ବାଇକକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଯେଉଁଭଳି ଭାବରେ ଦିନକୁ ଦିନ ସଡକ ଦୁର୍ଘଟଣାରେ ପ୍ରାଣ ଯାଉଛି, ତାହା ଚିନ୍ତାର କାରଣ ପାଲଟିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।