ଦୁର୍ଗମରେ ଫେଲ ମାରିଛି ବିଜୁ ସେତୁ ଯୋଜନା !
ମାଛ ଧରୁଥିବାବେଳେ ଗଳି ପଡି ଜଣେ ମୃତ
ଭଦ୍ରକ: ଚାନ୍ଦବାଲି ବୈତରଣୀ ନଦୀରେ ମାଛ ଧରୁଥିବା ବେଳେ ନଦୀରେ ଗଳି ପଡି ଜଣେ ଧିବରଙ୍କ ମୃତ୍ୟୁ ହୋଇଛି । ମୃତକ ବାଲିଗାଁର ଦୂର୍ଯ୍ୟୋଧନ ଦାସ ବୋଲି ଜଣାପଡିଛି l ଆଜି 2 ଜଣ ଧିବରଙ୍କ ସହ ଦୁର୍ଯ୍ୟୋଧନ ନଦୀରେ ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ମାଛ ଧରୁଥିବା ବେଳେ ନଦୀରେ ଗଳି ପଡ଼ିଥିଲେ । ଅନ୍ୟ ଧିବରମାନେ ତାଙ୍କୁ ନଦୀରେ ଉଦ୍ଧାର କରିଥିଲେ ମଧ୍ୟ୍ୟ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ନଦୀରୁ ଉଦ୍ଧାର ପରେ ତାଙ୍କୁ ଏକ ଟ୍ରଲି ସାହାଯ୍ୟରେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Download Argus News App
