NVS-୦୧ର ସଫଳ ଉତ୍କ୍ଷେପଣ
ଟ୍ରକ୍ରେ ପିଟିହେଲା ବାଇକ୍, ଜଣେ ମୃତ

ବୌଦ୍ଧ: ବୌଦ୍ଧ ରାମେଶ୍ୱରବିହାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଯୁବକ ମୃତ । ସୂଚନା ମୁତାବକ ଗତକାଲି ରାତିରେ ବୌଦ୍ଧ ବ୍ରାହ୍ମଣ ସାହିର ସଚ୍ଚିଦାନନ୍ଦ ଶତପଥୀ ଏକ ବାଇକରେ ଯାଉଥିବାବେଳେ ରାମେଶ୍ୱରବିହାର ନିକଟରେ ଠିଆ ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Download Argus News App
