ପୁତୁଲ ଜନ୍ମଦିନରେ ଖଣ୍ଡାରେ କେକ କାଟୁଥିବାର ଭିଡିଓ ଭାଇରଲ ହୋଇଛି। ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡିଓ। କେକ କାଟୁଥିବା ଯୁବକ ଜଣକ ପୁତୁଲ ମାନସିଂହ। ବିଜେଡି ନେତା ବିଭୁତି ବଳବନ୍ତରାୟ ଙ୍କ ଅତି ଘନିଷ୍ଠ ପୁତୁଲ।
ଗାଡି ସାଇଡମରାକୁ ନେଇ ତୁମୁଳକାଣ୍ଡ, ଖଣ୍ଡାରେ ହାଣି ଲହୁ ଲୁହାଣ କଲେ ଯୁବକ

ଅର୍ଗସ ବ୍ୟୁରୋ: ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ। ଖଣ୍ଡାରେ ହାଣି ଲହୁ ଲୁହାଣ କଲେ ଯୁବକ। ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ଘଟିଛି ଘଟଣା। ଆକ୍ରମଣ କରିଥିବା ଯୁବକ ପୁତୁଲ ମାନସିଂହ। ବିଜେଡି ନେତା ବିଭୁତି ବଳବନ୍ତରାୟଙ୍କ ଅତି ଘନିଷ୍ଠ ପୁତୁଲ। ଆହତ ଯୁବକଙ୍କ ନାମ ରିଫନ ବଳିୟାରସିଂ। ଆହତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି କରାଯାଇଛି।
Download Argus News App
