ପ୍ରବଳ ଖରାରେ ହାଡଭଙ୍ଗା ପରିଶ୍ରମ କରି ପିଆଜ ଅମଳ କରୁଛି ଚାଷୀ ହେଲେ କରିଥିବା ପିଆଜ ଚାଷକୁ ଦେଖି ଏବେ ମୁଣ୍ଡରେ ହାତ ଦେଇ ବସିବା ଛଡା ଆଉ କୌଣସି ବାଟ ନାହିଁ। ଖଡ଼ିଆଳ ବ୍ଲକ କିରକୀଟା ଗାଁର ଚାଷୀ ଉଦ୍ୟାନ ବିଭାଗରୁ ବିହନ ଆଣି ଚାଷ କରିଥିଲେ।
ହେଲେ ଅମଳ ବେଳକୁ ପିଆଜ ପଚି ସଢ଼ି ମାଟିରେ ମିଶୁଛି। ନିମ୍ନ ମାନର ବିହନ ଯୋଗୁଁ ଏଭଳି ଅମଳ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଖୁଶୀଘ୍ର କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ କରିବାକୁ ଚାଷୀ ଦାବୀ କରିଛନ୍ତି
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...