ତଥାପି ପୋଲିସ ବାବୁ ନତମସ୍ତକ । ଏଭଳି ଘଟଣା ଘଟିଛି କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣାରେ। ଯାହାର ଭିଡିଓ ଏବେ ସୋଡ଼ିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆକ୍ରମଣ କରିଥିବା ଯୁବକ ନାଁ ହେଲା କାହ୍ନା ପାଲ ଓ ତା ନିକଟରେ ଥିବା ଯୁବକ ହେଉଛି ଭିମା। ଏମାନଙ୍କ ନାଁରେ ସଦର ଥାନାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ମଧ୍ୟ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: