ଆପଣ ଦେଖୁଥିବା ଏ ଭିଡିଓଟିରେ ଜଣେ ଫଳ ବେପାରୀ ରାସ୍ତା କଡରେ ସାଇକେଲ ଉପରେ ଫଳ ପେଟିରଖି ବିକ୍ରି ବିକୁଛନ୍ତି । ଜଣେ ଗ୍ରାହକ ଫଳ ବେପାରିଙ୍କ ପାଖକୁ ଆସି ଫଳ ନେବେ ବୋଲି ଦରମୂଲଚାଲ କଲେ । ଏବଂ ଉଭୟଙ୍କ ମଧ୍ୟରେ ଟଙ୍କାକୁ ନେଇ କିଛି କଥା ହେଲା। ଏତିକି ବେଳେ ଜରି ବଦଳ ହୋଇଗଲା।
ଏହି ଘଟଣାଟି ହେଉଛି କଟକ ସ୍ଥିତ ବାଦାମବାଡି ରୋଡ ସାଇଡର । ରାସ୍ତା କଡରେ ବିକୁଥିବା ଫଳ ବେପାରୀଙ୍କ ଉପରେ ଗ୍ରାହକଙ୍କ ଜୁଲୁମ । ଆଉ ଫଳ ବେପାରୀଙ୍କୁ ଆଗେ ଉଠାଇଲେ ହାତ । ଆଉ ମରିଚାଲିଲେ ଗାଲକୁ । ଫଳ ବେପାରୀ ମଧ୍ୟ ମାଡର ଜବାବ ମାଡରେ ହିଁ ଦେଲେ । ଯାହା ଆପଣ ଏହି ଭିଡିଓରେ ଦେଖିପାରୁଥିବେ । ଏଠି କାହାର ଦୋଷ ଆମେ ଜାଣିନୁ । ଆମେ ଯାହା ଭିଜୁଆଲ ରେ ଦେଖିଲୁ ତାହା ହିଁ କହିଲୁ । କଟକରେ ବୁଲାବେପିରୀଙ୍କ ଜୁଲୁମ କିଏବା ନ ଜାଣେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।