+VBharat | 22 Mar 2023 | ArgusNews
ଏ ନେଇ ପ୍ରକାଶିତ ହେଲା ସୂଚନା

ଅର୍ଗସ ବ୍ୟୁରୋ : କଲେଜ ଅଧ୍ୟାପକ ମାନେ ଦେଖିବେ ଓପିଏସ ପରିଚାଳିତ ପରୀକ୍ଷା । ଏହା ନେଇ ସୂଚନା ପ୍ରକାଶିତ । ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସରକାରୀ ଡିଗ୍ରୀ କଲେଜ ଗୁଡିକର ରେଜିଷ୍ଟର ଏବଂ ପ୍ରିନ୍ସିପାଲ ମାନଙ୍କୁ ହୋଇଛି ଚିଠି । ଓପିଏସ ପରୀକ୍ଷା ଖାତା ଦେଖିବା ପାଇଁ ଅଧ୍ୟାପକ ମାନଙ୍କ ଯୋଗ୍ୟତା ଅତି କମରେ ୩ ବର୍ଷର ଅଧ୍ୟାପକ ଅଭିଜ୍ଞତା ଅଥବା ଆସୋସିଏଟ ପ୍ରଫେସର ହୋଇଥିବା ଆବଶ୍ୟକ ।
Download Argus News App
