ଅଚିନ୍ତା ନିଦ୍ରାରେ ଶୋଇଛି କମିଶନରେଟ ପୋଲିସ ....
ଅର୍ଗସ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ତାମିଲନାଡୁର କୋଇମ୍ବେଟୁର ଜିଲ୍ଲାରର ଏକ ସୁତା ମିଲରେ ଅଗ୍ନିକାଣ୍ଡ ଘଟି ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ମୃତ ଶ୍ରମିକ ଜଣଙ୍କ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାୟପାଲ୍ଲୀ ଗ୍ରାମର ବଳରାମ ମଙ୍ଗରାଜ ବୋଲି ସୂଚନା ମିଳିଛି । ଅନ୍ୟ ଗୁରୁତର ଚାରି ଜଣ ମଧ୍ୟ ବାଲିଆପାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।