ମାଙ୍କଡ ଉପଦ୍ରବରେ ଅସହ୍ୟ ସହର
ବିଶ୍ବର ବିଭିନ୍ନ ଦେଶର ଟଙ୍କିକିଆ କରେନ୍ସି ସଂଗ୍ରହ କରି ଆୟୋଜନ କଲେ ପ୍ରଦର୍ଶନୀ

ଅର୍ଗସ ବ୍ୟୁରୋ : ନୂଆ ବର୍ଷରେ ନିଆରା ପ୍ରୟାସ । ବିଶ୍ବର ବିଭିନ୍ନ ଦେଶର ଟଙ୍କିକିଆ କରେନ୍ସିକୁ ଏକାଠି କରି ପ୍ରଦର୍ଶନୀ କରିଛନ୍ତି ରାଜଧାନୀର ତରୁଣ ସ୍ବାଇଁ । ଏଥିରେ ୫୬ଟି ଦେଶର ଏକ ଟଙ୍କିଆ ମୁଦ୍ରା ସ୍ଥାନ ପାଇଛି । ପିଲାବେଳୁ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିବାକୁ ତରୁଣଙ୍କ ଆଗ୍ରହ ଥିବା ବେଳେ ଭବିଷ୍ୟତରେ ଏହି ମୁଦ୍ରାକୁ ନେଇ ସେ ଏକ ମ୍ୟୁଜିୟମ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Download Argus News App
