ଏଥିରେ ଆଡ଼ଭୋକେଟ ଅଶ୍ବିନୀ ଉପାଧ୍ୟାୟ ନିଜର ବକ୍ତବ୍ୟ ରଖିଛନ୍ତି । ଆମ ସମ୍ବିଧାନ ସାଧାରଣ ଲୋକଙ୍କ ପାଇଁ କିପରି ଉପଯୋଗୀ ହେଇପାରିବ, କେଉଁ ଧାରା ଓ ଉପଧାରାରେ ପରିବର୍ତ୍ତନ କିମ୍ବା ଉଛେଦ ଓ ଯୋଗର ଆବଶ୍ୟକତା ରହିଛି ସେ ସବୁ ଉପରେ ଆଲୋଚନା ହୋଇଛି ।
ଲୋକମାନଙ୍କ ବୌଦ୍ଧିକ ବିକାଶ ପାଇଁ ଅୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ : ଓ.ୟୁ.ଏ.ଟି ସମ୍ମିଳନୀ କକ୍ଷରେ ଲୋକମାନଙ୍କ ବୌଦ୍ଧିକ ବିକାଶ ପାଇଁ ଅୟୋଜିତ ହୋଇଯାଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଶାଶ୍ବତ ବିଚାର ପକ୍ଷରୁ "ସ୍ବାଧୀନତ୍ତର ଭାରତର ସମ୍ବିଧାନ ଓ ପ୍ରଚଳିତ ଆଇନ" ଉପରେ ଆଲୋଚନା ହୋଇଛି ।
Download Argus News App
