ଆମର 'ସନାତନ ଧର୍ମ' ହେଉଛି ଭାରତର 'ଜାତୀୟ ଧର୍ମ' : ଯୋଗୀ ଆଦିତ୍ୟନାଥ
ଆନ୍ଦୋଳନକୁ ଓହ୍ଲାଇଲେ ଆଉଟ୍ ସୋର୍ଶିଂ କର୍ମଚାରୀ

ଅର୍ଗସ ବ୍ୟୁରୋ : ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ସଂଖ୍ୟାର ଆଉଟ୍ ସୋର୍ଶିଂ କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବି ନେଇ ଲୋୟର ପିଏମଜୀ ରେ ଧାରଣା । ରାଜ୍ୟସରକାର ରାଜ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରିଥିବା ବେଳେ କାହିଁକି ଆଉଟ୍ ସୋର୍ଶିଂ ପ୍ରଥା ଉଚ୍ଛେଦ କରୁ ନାହାଁନ୍ତି ଏବଂ ୬୦ ହଜାର ରୁ ଅଧିକ ଆଉଟ୍ ସୋର୍ଶିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ସଂଘ । ଦାବି ପୂରଣ ନହେଲେ ଆନ୍ଦୋଳନ ତ୍ରିବ୍ରତର ହେବ । ଆଉ ଏମିତି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଲା ସଂଘ ।
Download Argus News App
