ଆହତ ଶ୍ରମିକଙ୍କୁ ଉଦ୍ଧାର କରି ବରଗଡ ପୁରୁଣା ଡ଼ାକ୍ତର ଖାନା ଠାରେ ଚିକିତ୍ସା କରାଯାଇଛି। ଶ୍ରମିକ ମାନେ ବରଗଡ ଜିଲ୍ଲା ଗାଇସିଲେଟ ଅଞ୍ଚଳର ବୋଲି ସୂଚନା ମିଳିଛି।
ଶ୍ରମିକ ବୋଝେଇ ପିକଅପ୍ ଓଲଟି ୧୫ରୁ ଉର୍ଦ୍ଧ୍ବ ଆହତ
Download Argus News App
