ଏହି ସମୟରେ ବୌଦ୍ଧ ଖଲିଆପାଲି ଗ୍ରାମ ପଞ୍ଚାୟତର ପୁରୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖରେ ଲୋକ ଯିବା ଆସିବା ପାଇଁ ଏକ ପୋଲ କାର୍ଯ୍ୟ ନିର୍ମାଣ ଚାଲିଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଭୁଶୁଡ଼ି ପଡିଛି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ରମିକ । କାର୍ଯ୍ୟର ତଦନ୍ତ କରିବା ସହ ବିଭାଗୀୟ ଜେଇ ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଶୁଡିଲା ପୋଲ

ଅର୍ଗସ ବ୍ୟୁରୋ: ଭୁଶୁଡ଼ିଲା ନିର୍ମାଣାଧିନ ଓଭରବ୍ରିଜ । ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲ ଭୁଶୁଡ଼ି ଯାଇଥିବା ଅଭିଯୋଗ ହୋଇଛି । ଏହାସହ ସ୍ଥାୟୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ ଜାରି ରହିଛି ।
ବନ୍ୟା ପାଣିରେ ଫସିଲେ ଗର୍ଭବତୀ ମହିଳା

ଅର୍ଗସ ବ୍ୟୁରୋ : ପୁରୀ ପିପିଲିରେ ବନ୍ୟାରେ ଫସିଲେ ଗର୍ଭବତୀ ମହିଳା । ଡେଲାଙ୍ଗ ମେଡିକାଲ ନେଉଥିବା ବେଳେ ଅଧା ବାଟରେ ଖରାପ ହେଲା ବୋଟ । ସାନ ଆଙ୍ଗୁଳା ଗାଁରୁ ମେଡିକାଲ ନେଉଥିବା ବେଳେ ଲୁଣା ନଦୀ ମଝିରେ ଫସି ରହିଛି ବୋଟ । ତେବେ ପ୍ରଶାସନ ପକ୍ଷରୁ ନିୟୋଜିତ ବୋଟରେ ବିନା ଲାଇଫ ଜାକାଟରେ ଗର୍ଭବତୀଙ୍କୁ ବୋଟରେ ମେଡ଼ିକାଲ ନିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଛ
Download Argus News App
