ଆଜି ସକାଳ ସମୟରେ ଅମାରଙ୍ଗ ଘାଟକୁ ଚଢ଼ାଉ କରିବାକୁ ଯାଇଥିବା ସମୟରେ ରାସ୍ତାରେ ଦୁଇଟି ବାଲି ହାଇୱା କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିବା ପରେ ଓଭର ଲୋଡ ଥିବାରୁ ଦୁଇଟି ଯାକ ଗାଡ଼ିକୁ ଆନନ୍ଦପୁର ତହସିଲ କାର୍ଯ୍ୟାଳୟ ରେ ଅଟକ ରଖାଯାଇଛି। ତଦନ୍ତ ପରେ ଉପଯୁକ୍ତ ଜରିମାନା ଆଦାୟ କରି ଗାଡ଼ି ଛାଡି ଦିଆଯିବ ବୋଲି କହିଛନ୍ତି ତହସିଲଦାର।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ